ପିସିଓଏସ୍ ଥିଲେ କ’ଣ ଖାଇବେ, କ’ଣ ନାହିଁ? | The Right PCOS/ PMOS Diet in Odia | Sushree Tapaswini Das
About this video
ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ଖାସ୍କରି ମହିଳାଙ୍କଠାରେ ପିସିଓଏସ୍ ଭଳି ସମସ୍ୟା ଅଧିକ ଦେଖାଦେଉଛି। ତେବେ ପିସିଓଏସ୍ ନିୟନ୍ତ୍ରଣରେ ଖାଦ୍ୟପେୟର ଭୂମିକା କ’ଣ ରହିଛି? ଏହାକୁ କଣ୍ଟ୍ରୋଲ କରିବା ପାଇଁ କ’ଣ ଖାଇବା ଆବଶ୍ୟକ? ଏନେଇ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।