ଶିଶୁ ଡେରିରେ କଥା କହୁଛି କି? | Speech Delay in Children, in Odia | Lopamudra Tripathy
About this video
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରିଥାଏ। ଅନେକ ସମୟରେ କେତେକ ପିଲା ଯେଉଁ ସମୟରେ କଥା କହିବା ଦରକାର ତା’ଠାରୁ ବିଳମ୍ବ ହୋଇଥାଏ। ତେବେ ଏହାର କାରଣ କ’ଣ ହୋଇପାରେ? ଏହାକୁ ଅଭିଭାବକମାନେ କେମିତି ଚିହ୍ନିବେ? ଏହାର ଚିକିତ୍ସା ବିଷୟରେ ଅଡିଓଲୋଜିଷ୍ଟ ତଥା ସ୍ପିଚ୍ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀ କ’ଣ କହୁଛନ୍ତି, ତାହା ଜାଣିବା।