ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥି କାହିଁକି ବଢ଼ିଯାଏ? | Prostate Enlargement in Odia | Dr Biswajit Nanda
About this video
ବିଭିନ୍ନ କାରଣରୁ ପୁରୁଷଙ୍କ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବଢ଼ିଯାଇ ମୂତ୍ରାଶୟର ମୁଖଭାଗକୁ ଚାପି ଧରେ। ଫଳରେ ବ୍ୟକ୍ତିଠାରେ ପରିସ୍ରାଜନିତ ବିଭିନ୍ନ ଲକ୍ଷଣ ଆରମ୍ଭ ହୋଇଥାଏ। ସାଧାରଣତଃ ବୟସ ବଢ଼ିଲେ ଏହି ସମସ୍ୟା ଅଧିକ ଦେଖାଯାଏ? ତେବେ କାହିଁକି ବଢ଼ିଯାଏ ପ୍ରୋଷ୍ଟେଟ୍ ଗ୍ରନ୍ଥି? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବଜିତ ନନ୍ଦଙ୍କଠାରୁ ଜାଣନ୍ତୁ।