କେମିତି କମିବ ଯନ୍ତ୍ରଣା? - Pain Management in Odia | Dr Shovan Kumar Rath

Dr Shovan Kumar Rath8 December 202010:542.5K views

About this video

ଦୀର୍ଘଦିନ ଧରି ଯଦି ଆପଣଙ୍କଠାରେ ଯନ୍ତ୍ରଣା ଦେଖାଦେଉଛି, ଔଷଧ ଖାଇଲେ ସୁଦ୍ଧା ଭଲ ହେଉନି ତେବେ ଏଥିପାଇଁ ସ୍ୱତନ୍ତ୍ର କ୍ଲିନକ୍ ରହିଛି। ଏହାକୁ ଆମେ ପେନ୍ କ୍ଲିନିକ ବୋଲି କହିଥାଉ। ବିଭିନ୍ନ ରୋଗ କାରଣରୁ ଯନ୍ତ୍ରଣା ହେଉ ଅବା ସର୍ଜରୀ ପରବର୍ତ୍ତୀ ଯନ୍ତ୍ରଣା, ଏହାର ନିବାରଣ କରାଯାଇପାରିବ। ତେବେ କେମିତି କମିବ ଯନ୍ତ୍ରଣା? ଏନେଇ ଡାକ୍ତର ଶୋଭନ କୁମାର ରଥ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।