ମହିଳାଙ୍କଠାରେ ଅଦରକାରୀ କେଶ – କେମିତି ହଟାଇବେ? | Dr Subhransu S Pattnaik on Female Unwanted Hair in Odia
About this video
ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ କଥା। ହେଲେ ମହିଳାଙ୍କ ମୁହଁରେ ବେଶୀ ମାତ୍ରାରେ ଓ ବଡ଼ ବଡ଼ କେଶ ଉଠିଲେ ତାହା ମହିଳାଙ୍କ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ, ଯାହାକୁ ଅଦରକାରୀ କେଶ କୁହାଯାଏ। ତେବେ ମହିଳାଙ୍କଠାରେ ଅଦରକାରୀ କେଶ ହୁଏ କାହିଁକି? ଏହାକୁ କେମିତି ହଟାଇବେ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ।