ଓମିକ୍ରନକୁ ରୋକିପାରିବ କପଡ଼ା ମାସ୍କ? | What To Wear To Protect Against Omicron? | Dr Niroj Kumar Mishra

Dr Niroj Kumar Mishra13 January 20224:3110K views

About this video

ବର୍ତ୍ତମାନ ଲୋକମାନଙ୍କ ମନରେ ଓମିକ୍ରନର ଭୟ। କୋଭିଡର ଏହି ଭାରିଏଣ୍ଟରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଏକମାତ୍ର ଉପାୟ ମାସ୍କ। ତେବେ କେଉଁଭଳି ମାସ୍କ ଓମିକ୍ରନକୁ ରୋକିପାରିବ? ଏ ବିଷୟରେ କ’ଣ କହୁଛନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର, ଆସନ୍ତୁ ଜାଣିବା। We now know masks are one of the best ways we can protect ourselves and others against the COVID19 virus. The Omicron variant is highly transmissible, so you need to re-think which mask you wear in public. Let's find out more from Dr Niroj Kumar Mishra, a Medicine Specialist.