ମୁହଁରୁ ଅଯଥା କେଶ - କେମିତି ହଟାଇବେ? | Dr Laxmi Kanta Mishra on How to Remove Unwanted Hair in Odia
About this video
ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ। ହେଲେ ଶରୀରରେ ହରମୋନ୍ ପରିବର୍ତ୍ତନ କାରଣରୁ ଅନେକ ମହିଳାଙ୍କ ମୁହଁରେ ମଧ୍ୟ କେଶ ବାହାରିଥାଏ। ଏହାକୁ ଅଯଥା କେଶ ବା ଅନୱାଣ୍ଟେଡ୍ ହେୟାର କୁହାଯାଏ। କେମିତି ଏହି ଅନୱାଣ୍ଟେଡ୍ ହେୟାରକୁ ନିଜ ମୁହଁରୁ ହଟାଇବେ? ବିଶିଷ୍ଟ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଲକ୍ଷ୍ମିକାନ୍ତ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।