ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା: କାହିଁକି ହୁଏ? | Knee Problems in Women, in Odia | Dr Dibya Singha
About this video
କିଶୋର ଅବସ୍ଥାରୁ ନେଇ ମେନୋପଜ୍ ପର୍ଯ୍ୟନ୍ତ ମହିଳାମାନେ ହରମୋନ୍ ଅସନ୍ତୁଳନ ଜନିତ ସମସ୍ୟା ଦେଇ ଗତି କରିଥାଆନ୍ତି। ୩୦ ବର୍ଷ ପରେ ମହିଳାମାନଙ୍କ ହାଡ଼ କ୍ଷୟ ହେବା ମଧ୍ୟ ଆରମ୍ଭ ହୋଇଥାଏ, ଭବିଷ୍ୟତରେ ତାଙ୍କୁ ଅଷ୍ଟିଓ-ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରସିସ୍ ଭଳି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ତେଣୁ, ଖାସ୍କରି ମହିଳାମାନଙ୍କୁ ନିଜ ସ୍ଵାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ, ଡାକ୍ତର ଦିବ୍ୟ ସିଂହଙ୍କଠାରୁ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା।