ମହିଳାଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା: କାହିଁକି ହୁଏ? | Knee Problems in Women, in Odia | Dr Dibya Singha

Dr Dibya Singha7 March 202510:432.0K views

About this video

କିଶୋର ଅବସ୍ଥାରୁ ନେଇ ମେନୋପଜ୍‌ ପର୍ଯ୍ୟନ୍ତ ମହିଳାମାନେ ହରମୋନ୍‌ ଅସନ୍ତୁଳନ ଜନିତ ସମସ୍ୟା ଦେଇ ଗତି କରିଥାଆନ୍ତି। ୩୦ ବର୍ଷ ପରେ ମହିଳାମାନଙ୍କ ହାଡ଼ କ୍ଷୟ ହେବା ମଧ୍ୟ ଆରମ୍ଭ ହୋଇଥାଏ, ଭବିଷ୍ୟତରେ ତାଙ୍କୁ ଅଷ୍ଟିଓ-ଆର୍ଥ୍ରାଇଟିସ୍‌ ଏବଂ ଅଷ୍ଟିଓପୋରସିସ୍‌ ଭଳି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ତେଣୁ, ଖାସ୍‌କରି ମହିଳାମାନଙ୍କୁ ନିଜ ସ୍ଵାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ, ଡାକ୍ତର ଦିବ୍ୟ ସିଂହଙ୍କଠାରୁ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା।