ନିଜର ରାଗକୁ କେମିତି କରିବେ ନିୟନ୍ତ୍ରଣ? | How to control Anger? Odia | Anger Management |Dr Sambeet Patra
About this video
କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା ଅନ୍ୟର କ୍ଷତି ପହଞ୍ଚାଇଥାଏ। କେମିତି ନିଜ ରାଗକୁ ନିୟନ୍ତ୍ରଣ କରିବେ? ଆସନ୍ତୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ପାତ୍ରଙ୍କଠାରୁ ଏନେଇ ଅଧିକ ଜାଣିବା।