କଲେରା: ପିଲାଙ୍କୁ କିପରି ରଖିବେ ସୁରକ୍ଷିତ? | Cholera: Know the Symptoms, Odia | Dr Pragyan Kumar Routray

Dr Pragyan Kumar Routray24 June 20254:511.3K views

About this video

ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ଯଦି ଛୋଟ ଛୁଆ ଏବଂ ବୟସ୍କ ଲୋକମାନେ ଏଥିରେ ପ୍ରଭାବିତ ହୁଅନ୍ତି, ସେମାନଙ୍କର ଯତ୍ନ କିପରି ନେବେ? ଆସନ୍ତୁ ଡାକ୍ତର ପ୍ରଜ୍ଞାନ କୁମାର ରାଉତରାୟଙ୍କଠାରୁ ଜାଣିବା।