ପେଟରେ ଅଲସର (ଘା’): କେମିତି ଭଲ ହେବ? | Stomach Ulcer in Odia | Dr Manas Kumar Behera
About this video
ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା‘ ହେବାକୁ ଅଲସର ବୋଲି କୁହାଯାଏ। ଠିକ୍ ସମୟରେ ଅଲସରର ଚିକିତ୍ସା କରାନଗଲେ, ଏହାର କ୍ୟାନସର ସୃଷ୍ଟି କରିପାରେ। ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଲସରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।