ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି? | Dr Debasis Behera on Sleep Apnea in Odia | Causes & Treatment

Dr Debasis Behera23 October 202115:0339K views

About this video

ସ୍ଲିପ୍‌ ଆପ୍‌ନିଆ ଏକ ପ୍ରକାର ନିଦ୍ରା ଜନିତ ରୋଗ। ରାତିରେ ଶୋଇଥିବା ବେଳେ ବାରମ୍ବାର ନିଦ ଭାଙ୍ଗିବାକୁ ସ୍ଲିପ୍‌ ଆପ୍‌ନିଆ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।