ବ୍ରେକଫାଷ୍ଟରେ କ’ଣ ଖାଇବେ, କ’ଣ ଖାଇବେ ନାହିଁ? | Nutrition/ Healthy Breakfast in Odia | Dr Mousumi Mishra
About this video
ପୋଷଣ ବା ନ୍ୟୁଟ୍ରିସନ ଅର୍ଥ ହେଉଛି ପୁଷ୍ଟି। ଖାଦ୍ୟ ଖାଇବା ଦ୍ବାରା ଏହି ପୁଷ୍ଟି ଆମ ଶରୀରକୁ ମିଳିଥାଏ। ତେଣୁ ଏକ ସୁସ୍ଥ ଶରୀର ପାଇଁ ପୋଷଣ ଭୂମିକା ଗୁରୁତ୍ବପୂର୍ଣ୍ଣ ଦରକାର। ଆପଣ ଜାଣିଛନ୍ତି କି, ଶରୀର ସୁସ୍ଥ ରହିବା ପାଇଁ ସକାଳ ଜଳିଖିଆ ଖାଇବାକୁ ଜମା ଭୁଲନ୍ତୁ ନାହିଁ। ବିଶିଷ୍ଟ ଡାଏଟିସିଆନ୍ ଡାକ୍ତର ମୌସୁମୀ ମିଶ୍ରଙ୍କଠାରୁ ନ୍ୟୁଟ୍ରିସନକୁ ନେଇ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ପାଆନ୍ତୁ।