କେମିତି ରୋକିବେ ସ୍ପୋର୍ଟ୍ସ ଇଞ୍ଜୁରୀ? | Dr PC Dey on Sports Injury in Odia | Prevention & Treatment

Dr PC Dey12 November 202013:241.5K views

About this video

ଛୋଟ ପିଲା ହେଉ ଅବା ଯୁବପିଢ଼ି, ଖେଳିବା ସମୟରେ ଆଘାତ ଲାଗିବାର ଆଶଙ୍କା ସବୁବେଳେ ରହିଥାଏ। ଏହି ସ୍ପୋର୍ଟ୍ସ ଇଞ୍ଜୁରୀ ଆଣ୍ଠୁଗଣ୍ଠି, କହୁଣି, ଖଞ୍ଜା, ପାଦର ଏଡିକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ତେବେ ସ୍ପୋର୍ଟ୍ସ ଇଞ୍ଜୁରୀକୁ ରୋକିବେ କେମିତି? ଏହାର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ବିଷୟରେ ଜାଣନ୍ତୁ। ଭିଡିଓଟିକୁ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ବିଶିଷ୍ଟ ସ୍ପୋର୍ଟ୍ସ ଇଞ୍ଜୁରୀ ସର୍ଜନ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।