ସୋଡିୟମ୍‌ ଅଭାବ ହେଲେ କ’ଣ ସମସ୍ୟା ହୁଏ? | Sodium Deficiency in Odia | Dr Sudhanshu Sekhar Sethi

Dr Sudhanshu Sekhar Sethi5 August 20239:4635K views

About this video

ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା ରହିଛି। ଏହି ସ୍ତର କମିଗଲେ ବ୍ୟକ୍ତିଙ୍କଠାରେ ମୁଣ୍ଡ ବିନ୍ଧା, ଥକ୍କାପଣ ଭଳି ଲକ୍ଷଣ ଦେଖାଦିଏ, ବେଳେ ବେଳେ ବ୍ୟକ୍ତି ହସ୍ପିଟାଲରେ ମଧ୍ୟ ଆଡ୍‌ମିଟ୍‌ ହେବାକୁ ପଡ଼ିପାରେ। ଆସନ୍ତୁ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧାଂଶୁ ଶେଖର ସେଠୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।