ପିରିୟଡ୍‌ସ ବେଳେ ମାନସିକ ସ୍ୱାସ୍ଥ୍ୟର ଯତ୍ନ | Periods & Mental Health, in Odia | Swagatika Samantray

Swagatika Samantray24 May 20246:021.2K views

About this video

ପ୍ରଥମ ୠତୁସ୍ରାବ ହେବା ପରେ ଜଣେ ଝିଅର ଶାରୀରିକ ଏବଂ ମାନସିକ ସ୍ଥିତିରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ। ପିରିୟଡ୍‌ କ’ଣ, ଏହା କାହିଁକି ହୁଏ? ମତେ କ’ଣ କିଛି ରୋଗ ହୋଇଗଲା କି? ଏଭଳି ଅନେକ କଥା ତା’ ମନରେ ଉଙ୍କି ମାରୁଥାଏ। ବେଳେ ବେଳେ କେତେକ ଝିଅଙ୍କଠାରେ ଚିଡ୍‌ଚିଡ୍‌ ଲାଗିବା, ମନ ଦୁଃଖ ହେବା, ରାଗ ଲାଗିବା ଭଳି ଲକ୍ଷଣମାନ ଦେଖାଦେଇଥାଏ। ଏହାକୁ ପରିଚାଳନା କିପରି କରିବେ? ଆସନ୍ତୁ ମନସ୍ତତ୍ୱବିତ୍‌ ସ୍ୱାଗତିକା ସାମନ୍ତରାୟଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।