ମାଇଗ୍ରେନ୍‌ କାରଣରୁ ମୁଣ୍ଡବିନ୍ଧା: କାରଣ ଓ ଚିକିତ୍ସା | Migraine in Odia | Dr Payod Kumar Jena

Dr Payod Kumar Jena25 May 20237:0722K views

About this video

କେତେକ ଲୋକଙ୍କୁ କଡ଼ା ବାସ୍ନା ସଂସ୍ପର୍ଶରେ ଆସିଲେ, ଖରାରେ ବୁଲିଲେ, କେତେକ ଖାଦ୍ୟ ଖାଇବା ଯୋଗୁଁ ମୁଣ୍ଡ ବିନ୍ଧା ହୋଇଥାଏ, ଯାହାକୁ ମାଇଗ୍ରେନ୍‌ ବା ଅଧକପାଳୀ କୁହାଯାଏ। ଆସନ୍ତୁ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପୟୋଦ କୁମାର ଜେନାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।