କିଡ୍‌ନି ଫେଲ୍ୟୁୟର: ଚିକିତ୍ସା କେମିତି ହୁଏ?| Kidney Failure: How to Treat? Odia | Dr Sumanta Kumar Mishra

Dr Sumanta Kumar Mishra10 February 202413:5014K views

About this video

ଆମ ଶରୀରରେ କିଡନୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରରେ ଏହା ଫିଲଟର ଭଳି କାମ କରିଥାଏ। ଶରୀରରେ ଥିବା ସମସ୍ତ ବର୍ଜ୍ୟବସ୍ତୁକୁ କିଡନି ସଫା କରିଥାଏ। ହେଲେ କିଡ୍‌ନି ଖରାପ ହୋଇଗଲେ ଏହା ଆଉ ପୂର୍ବଭଳି କାର୍ଯ୍ୟ କରିପାରେ ନାହିଁ। ଏଭଳି ପରିସ୍ଥିତିରେ କିଡ୍‌ନି ଡାଏଲିସିସ୍‌ ଅଥବା କିଡ୍‌ନି ପ୍ରତିରୋପଣର ଆବଶ୍ୟକତା ପଡ଼େ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ, କିଡ୍‌ନି ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଏ ସମସ୍ୟା ବିଷୟରେ ଅଧିକ ଜାଣିବା।