ମୋଟାପଣ କମାଇବା ପାଇଁ ସର୍ଜରି | Bariatric Surgery for Weight Loss in Odia | Dr Debasish Patnaik

Dr Debasish Patnaik12 December 20212:114.8K views

About this video

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ରୋଗ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି। ତେବେ କେମିତି କମାଇବେ ମୋଟାପଣ? ବାରିଆଟ୍ରିକ୍‌ ସର୍ଜରି ମାଧ୍ୟମରେ କେମିତି ହୁଏ ଚିକିତ୍ସା? ଏନେଇ ବିଶିଷ୍ଟ ସର୍ଜନ ଡାକ୍ତର ଦେବାଶିଷ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Unhealthy eating habits, lack of physical activity can lead to problems like obesity. Obesity can also lead to other chronic diseases in our body. So how do you reduce obesity? How bariatric surgery helps in weight loss? Let's find out more from Dr Debasish Patnaik, a Minimal Invasive Surgeon.