ଡେଙ୍ଗୁରୁ କିପରି ପାଇବେ ରକ୍ଷା? | Dengue in Odia | Symptoms & Treatment | Dr Sandeep Kumar Ratha

Dr Sandeep Kumar Ratha28 September 20235:564.5K views

About this video

ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ନ୍ତି। ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ? ଡେଙ୍ଗୁକୁ ରୋକିବା କିପରି? ହେଲେ କ’ଣ କ’ଣ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ରଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।