ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା - Dr. Sunil Kumar Kota on Thyroid disorders in Pregnancy in Odia

Dr Sunil Kumar Kota6 June 202011:4913K views

About this video

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ। ତେବେ ଗର୍ଭାବସ୍ଥା ଉପରେ ଥାଇରଏଡ୍ ସମସ୍ୟା କିଭଳି ପ୍ରଭାବ ପକାଇଥାଏ? ଏହାର କାରଣ ଏବଂ ଚିକିତ୍ସା ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି: - ଥାଇରଏଡ୍ ଗ୍ରନ୍ଥିର କାମ କ'ଣ? - ଗର୍ଭବତୀ ମହିଳାଙ୍କୁ ଥାଇରଏଡ୍ ସମସ୍ୟା - ଥାଇରଏଡ୍ ସମସ୍ୟାର କାରଣ କ'ଣ? - ହାଇପୋ-ଥାଇରଏଡିଜମର ଲକ୍ଷଣ - ହାଇପର-ଥାଇରଏଡିଜମର ଲକ୍ଷଣ - ଗର୍ଭବତୀଙ୍କ ଉପରେ ଥାଇରଏଡ୍ ସମସ୍ୟା ପ୍ରଭାବ - ଥାଇରଏଡ୍ ରୋଗର ଚିକିତ୍ସା - ଭ୍ରାନ୍ତ ଧାରଣାରୁ ଦୂରେଇ ରହନ୍ତୁ All the functions of our body depend on the thyroid hormone. Imbalance of this hormone secretion can lead to thyroid problems. How does the thyroid problem affect pregnancy? Let's find out from endocrinologist Dr. Sunil Kumar Kota, about the cause and treatment of thyroid disorders. What is the function of the thyroid gland? Thyroid problems in pregnant women What is the cause of thyroid problems? Symptoms of hypothyroidism Symptoms of hyperthyroidism Treatment of thyroid disorders Avoiding misconceptions