ଗର୍ଭାବସ୍ଥାରେ କ’ଣ ଖାଇବେ? | Diet During Pregnancy in Odia | Dr Chinmayee Kar

Dr Chinmayee Kar29 August 20222:137.7K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ପ୍ରସବ ପରେ ମା’ମାନଙ୍କର ସମସ୍ତ ଧ୍ୟାନ ସେମାନଙ୍କର ଶିଶୁ ଉପରେ ରହିଥାଏ। ହେଲେ ପ୍ରସବ ପରେ ମା’ମାନେ ତାଙ୍କ ଶିଶୁ ସମେତ ନିଜର ଖାଦ୍ୟପେୟ ଉପରେ ବେଶି ଧ୍ୟାନ ଦେବା ଆବଶ୍ୟକ। ତେବେ ପ୍ରସବ ପରେ କେଉଁଭଳି ଖାଦ୍ୟ ଖାଇବେ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। Motherhood care is essential for a healthy baby to be born. It is important to pay more attention to diet at this time. If the mother eats a healthy diet, the fetus will receive proper nutrition. What food should a pregnant woman eat? Let us find out more from Dr Chinmayee Kar, an Obstetrician & Gynaecologist.