ମୋଟାପଣରୁ କିପରି ପାଇବେ ମୁକ୍ତି? | Obesity: How to Reduce? in Odia | Weight Loss | Dr Madhusmita Sahu

Dr Madhusmita Sahu3 December 20246:53152K views

About this video

ବର୍ତ୍ତମାନ ସମୟରେ ମେଦ ବହୁଳତା ବା ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି। ଅସ୍ୱାସ୍ଥ୍ୟକର ଅଭ୍ୟାସ, ଜୀବନଶୈଳୀ ଏବଂ ମାନସିକ ଚାପ ଯୋଗୁଁ ଯେକୌଣସି ବର୍ଗର ବ୍ୟକ୍ତି ମେଦ ବହୁଳତାର ଶିକାର ହେଉଛନ୍ତି। ଏହା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଉଛି। ମେଦ ବହୁଳତା ବା ମୋଟାପଣ ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଦିଏ? ମୋଟାପଣ ସମସ୍ୟାକୁ କିପରି ଦୂର କରିବେ? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା ।