ପ୍ରୋଷ୍ଟେଟ୍ କ୍ୟାନ୍ସର କାହିଁକି ହୁଏ? ଲକ୍ଷଣରୁ ଜାଣନ୍ତୁ | Dr Suman Das on Prostate Cancer | Signs & Causes
About this video
ପ୍ରାପ୍ତ ବୟଷ୍କ ବିଶେଷକରି ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରୋଷ୍ଟେଟ୍ ସମସ୍ୟା ହେବାର ଆଶଙ୍କା ଥାଏ। ବୟସ ବଢ଼ିବା ସହିତ ଶରୀରରେ ହରମୋନ୍ ପରିବର୍ତ୍ତନ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥି ଫୁଲିଯାଏ। ଏହି ଗ୍ରନ୍ଥି ବଡ଼ ହୋଇଗଲେ ପରିସ୍ରାରେ ଅସୁବିଧା ହେବା, ପରିସ୍ରାକୁ ରୋକିନ ପାରିବା ଭଳି ଲକ୍ଷଣ ଦେଖାଦିଏ। ଏହିସବୁ ଲକ୍ଷଣକୁ ଅଣଦେଖା କଲେ ଧୀରେ ଧୀରେ ସମସ୍ୟା ବଢ଼ି ପ୍ରୋଷ୍ଟେଟ୍ କ୍ୟାନ୍ସରର ରୂପ ନିଏ। ତେବେ ଆସନ୍ତୁ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସଙ୍କଠାରୁ ପ୍ରୋଷ୍ଟେଟ୍ କ୍ୟାନ୍ସରର କାରଣ, ଚିକିତ୍ସା ବିଷୟରେ ଅଧିକ ଜାଣିବା।