ଡାଏବେଟିସ୍ ଥିଲେ ଏହି ସବୁ ଟେଷ୍ଟ କରିବାକୁ ଭୁଲନ୍ତୁ ନାହିଁ | Diabetes Test in Odia | Dr Dhiraj Kumar Panda
About this video
ଆଜିକାଲି ସମୟରେ ଅଧିକାଂଶ ଲୋକ ଡାଏବେଟିସ୍ ରୋଗର ଶିକାର ହେଉଛନ୍ତି। ଏହାକୁ ନିୟନ୍ତ୍ରଣ ନକଲେ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେଣୁ ପ୍ରତି ମାସରେ ଡାଏବେଟିସ୍ ଟେଷ୍ଟ କରିବା ସହ ସ୍ୱାସ୍ଥ୍ୟ ଯାଞ୍ଚ କରିବା ମଧ୍ୟ ନିହାତି ଆବଶ୍ୟକ। ଡାଏବେଟିସ୍ ରୋଗୀ କେଉଁ କେଉଁ ଟେଷ୍ଟ କରିବା ଜରୁରୀ? ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଧୀରଜ କୁମାର ପଣ୍ଡାଙ୍କଠାରୁ ଏନେଇ ଅଧିକ ଜାଣିବା। ଡାଏବେଟିସ୍ ଥିଲେ ଏହି ସବୁ ଟେଷ୍ଟ କରିବାକୁ ଭୁଲନ୍ତୁ ନାହିଁ Uncontrolled diabetes can lead to various complications. Regular diabetes testing is crucial for early detection and management of the condition. Let's learn more from Dr Dhiraj Kumar Panda, a Diabetologist. Which tests are important for people with Diabetes? in Odia