ପିଲାର ବୁଦ୍ଧିର କ୍ଷମତା କେତେ | Sambit Nanda on Intelligence & Cognitive development in Children in Odia
Swasthya Plus Network3 October 202015:11116K views
About this video
ପ୍ରତ୍ୟେକ ପିଲା ଅଲଗା। ଶାରୀରିକ ଏବଂ ମାନସିକ ଭାବେ ଭିନ୍ନ। ତେଣୁ ସମାନ ପିତାମାତା, ସମାନ ପରିବାର, ସମାନ ପରିବେଶ ହେଲେ ମଧ୍ୟ ଗୋଟିଏ ପିଲାର ବୁଦ୍ଧି ଅନ୍ୟ ପିଲାର ବୁଦ୍ଧିଠାରୁ ଭିନ୍ନ ଥାଏ। ସେମାନଙ୍କ ବୁଦ୍ଧିର ବିକାଶ ମଧ୍ୟ ସେହିଭଳି ଅଲଗା ହୋଇଥାଏ। ତେବେ କେମିତି ଜାଣିବେ ଗୋଟେ ପିଲାର ବୁଦ୍ଧିର କ୍ଷମତା କେତେ? ଏଭଳି ପରିସ୍ଥିତିରେ ବାପା ମା'ଙ୍କ ଭୂମିକା କଣ ରହିବା ଦରକାର? ଏନେଇ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କଣ କହୁଛନ୍ତି ଆସନ୍ତୁ ଜାଣିବା