ହାର୍ଟ ଆଟାକ୍ – କାରଣ, ଲକ୍ଷଣ, ଚିକିତ୍ସା | Dr Binaya Bhusan Binakar on Heart Attack |Symptoms & Treatment
About this video
ହାର୍ଟ ବା ହୃତପିଣ୍ଡରେ କୌଣସି କାରଣରୁ ରକ୍ତ ସଞ୍ଚାଳନରେ ବାଧାପ୍ରାପ୍ତ ହେଲେ ବ୍ୟକ୍ତିକୁ ହାର୍ଟ ଆଟାକ୍ ହୋଇଥାଏ। ତେବେ ହାର୍ଟ ଆଟାକ ହେବା ପୂର୍ବରୁ କେମିତି ଜାଣିବେ? ହାର୍ଟ ଆଟାକ ହେଲେ ବ୍ୟକ୍ତିଠାରେ କ’ଣ ସବୁ ଲକ୍ଷଣ ଦେଖିବାକୁ ମିଳେ? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।