ଛଅ ମାସ ପରେ ଶିଶୁଙ୍କ ଡାଏଟ୍‌ | Diet Plan for a 6-Month-Old Baby in Odia | Anmayee Nanda

Anmayee Nanda1 December 20214:2698K views

About this video

ଅଧିକାଂଶ ମା’ମାନଙ୍କର ଦ୍ୱନ୍ଦ୍ୱ ଥାଏ ଯେ, ଛଅ ମାସ ପରେ ଶିଶୁଙ୍କୁ କେଉଁଭଳି ଖାଦ୍ୟ ଦେବେ। ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Most mothers are confused about how to feed their baby after six months. Let's find out more from Dietician Anmayee Nanda.