Skip to main content

ପିରିୟଡ୍‌ସରେ ଅସ୍ୱାଭାବିକ ରକ୍ତସ୍ରାବକୁ ଚିହ୍ନିବେ କିପରି? | Abnormal Uterine Bleeding | Dr Shilpa Mishra

Dr Shilpa Mishra8 September 20262:12791 views

About this video

ପିରିୟଡ୍‌ସ ବେଳେ ଅସ୍ୱାଭାବିକ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। କିଛି ମହିଳାଙ୍କ ମାସିକ ଚକ୍ର ଏହା ବିଭିନ୍ନ କାରଣ ଯୋଗୁଁ ହୋଇପାରେ। ପିରିୟଡ୍‌ସ ସମୟରେ ସ୍ୱାଭାବିକ ଏବଂ ଅସ୍ୱାଭାବିକ ରକ୍ତସ୍ରାବକୁ ଚିହ୍ନିବେ କିପରି? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଏନେଇ ଅଧିକ ଜାଣିବା। ସ୍ୱାଭାବିକ ଏବଂ ଅସ୍ୱାଭାବିକ ରକ୍ତସ୍ରାବକୁ ଚିହ୍ନିବେ କିପରି? Abnormal Uterine Bleeding (AUB) is bleeding from the uterus that is longer than usual or that occurs at an irregular time. How to differentiate Normal & Abnormal Uterine Bleeding? Let’s learn more from Dr Shilpa Mishra, a Gynaecologist. How to differentiate Normal & Abnormal Uterine Bleeding? in Odia