ଛୋଟ ପିଲାଙ୍କର ହାର୍ଟରେ ଛିଦ୍ର କାହିଁକି ହୋଇପାରେ? | Dr Debendra Sha on VSD (Ventricular Septal Defect)

Dr Debendra Sha19 December 20212:514.4K views

About this video

ଭେଣ୍ଟ୍ରିକଲ ସେପ୍ଟାଲ ଡିଫେକ୍ଟ ବା ଭିଏସ୍‌ଡି (VSD)କୁ ହାର୍ଟରେ ଛିଦ୍ର ହେବାକୁ କୁହାଯାଏ। ଏହା ସାଧାରଣତଃ ଜନ୍ମଗତ ତ୍ରୁଟି। ତେବେ ଏହାର କାରଣ କ’ଣ ହୋଇପାରେ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦେବେନ୍ଦ୍ର ଶାହ ଆସନ୍ତୁ ଜାଣିବା। Ventricle Septal Defect (VSD) is a congenital disease that affects the growth and development of the child. What is the cause of this disease and how is it treated, Let's know from Dr Debendra Sha, a Paediatrician.