ସର୍ଭାଇକାଲ କ୍ୟାନ୍‌ସର: ଜାଣନ୍ତୁ, କେମିତି ରୋକିବେ? | Prevention of Cervical Cancer, Odia| Dr Harpreet Kaur

Dr Harpreet Kaur11 January 202510:0924K views

About this video

ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କ୍ୟାନ୍‌ସର ରୋଗ ହେଉଛି ସର୍ଭାଇକାଲ କ୍ୟାନସର। ଏହାର ପ୍ରମୁଖ କାରଣ ହେଉଛି ଏଚ୍‌ପିଭି ସଂକ୍ରମଣ। ଖୁସିର କଥା ହେଉଛି ଯେ, ୯୦ ଭାଗ କ୍ଷେତ୍ରରେ ଆମେ ଏହାକୁ ରୋକିପାରିବା, ଯେମିତିକି ଟିକାକରଣ, ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ, ବ୍ୟବଧାନରେ ପାପ୍‌ ସ୍ମିୟର ତଥା ଏଚ୍‌ପିଭି ପରୀକ୍ଷା କରାଇବା। ଆସନ୍ତୁ, ଏ ବିଷୟରେ ଅଧିକ ଜାଣିବା ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ୍ କୌରଙ୍କଠାରୁ, ଏହି ଭିଡିଓରେ। ସର୍ଭାଇକାଲ କ୍ୟାନ୍‌ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।