ଭାତୁଡ଼ି – କେମିତି ଭଲ ହେବ? | Skin Tags/ Warts Removal in Odia | Dr Diptiranjani Bisoyi
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଭାତୁଡ଼ିକୁ ନେଇ ଅଧିକାଂଶ ଲୋକ ଚିନ୍ତିତ। ଏହାକୁ ଡାକ୍ତରୀ ଭାଷାରେ ସ୍କିନ୍ ଟ୍ୟାଗ୍ ବୋଲି କୁହାଯାଏ। ଏହା ବେକ, କାନ୍ଧ, ଜଙ୍ଘସନ୍ଧିରେ ଅଧିକ ହୋଇଥାଏ। ଯଦି ଚର୍ମରେ ଭାତୁଡ଼ି ବଢ଼ି ବଢ଼ି ଚାଲୁଛି, ତେବେ ଏହା ଚିନ୍ତାର ବିଷୟ। ତେବେ ଭାତୁଡ଼ି ହୁଏ କାହିଁକି? ଏହାର ପ୍ରକାର, ଚିକିତ୍ସାକୁ ନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦିପ୍ତୀ ରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। Most people are worried about Skin Tags or Warts. It is more common in the neck, shoulders, and thighs. If skin tags are on the rise, it is a matter of concern. So how can we treat skin tags? Let's find out from Dr Diptiranjani Bisoyi, a Dermatologist.