ବ୍ରେନ୍ ଷ୍ଟ୍ରୋକ: ଜାଣିବା ଓ ଜିଣିବା | Brain Stroke: Symptoms & Treatment, in Odia | Dr Mitalee Kar

Dr Mitalee Kar30 October 202426:026.3K views

About this video

ଷ୍ଟ୍ରୋକ ଆଜି ଏକ ବଡ଼ ଜନ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ଏହାକୁ ମୁକାବିଲା କରିବା ପାଇଁ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣେଇବା ଆବଶ୍ୟକ। ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମିତାଲି କରଙ୍କ ସହ ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଆସନ୍ତୁ ଜାଣିବା ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଏହାକୁ ରୋକିବା ପାଇଁ କିଛି ଗୁରୁତ୍ୱପୁର୍ଣ୍ଣ କଥା। ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର 29ରୁ 7ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ଅପୋଲୋ ହସ୍ପିଟାଲ୍ ଆସୋସିଏଟ୍ ପାର୍ଟନର ରହିଛି। Brain Stroke is increasingly affecting young people, a trend driven by lifestyle changes, poor dietary habits, stress, and limited physical activity. While stroke was once considered a condition primarily affecting older adults but now places youth at risk. Let's know more about Brain Stroke, its Causes, Symptoms, Treatment and Management from Dr Mitalee Kar, a Neurologist. On the occasion World Stroke Day, IFI Foundation in association with OdishaLIVE and Swasthya Plus Network, has launched a 10-day comprehensive public health awareness campaign, Stroke Mukta Jeebana: Life Free from Stroke, from 29th October to 7th November 2024. Apollo Hospitals supports the campaign as the Associate Partner.