ସିକଲ୍ ସେଲ୍ କାହିଁକି ହୋଇଥାଏ? | Sickle Cell Anaemia in Odia | Signs & Prevention | Prof Dr Nalini Pati

Dr Nalini Pati19 June 202213:42124K views

About this video

ପ୍ରତିବର୍ଷ ଜୁନ୍‌ ୧୯କୁ ବିଶ୍ୱ ସିକଲ୍‌ ସେଲ୍‌ ଦିବସ ଭାବେ ପାଳନ କରାଯାଏ ଏହି ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ।ସିକଲ ସେଲ୍ ରକ୍ତହୀନତା ରୋଗରେ ରକ୍ତ କଣିକାଗୁଡ଼ିକ ସିକଲ୍ ଅର୍ଥାତ୍ ଦା’ ଆକୃତିର ହୋଇଯାଏ। ଏହା ଏକ ବଂଶଗତ ରୋଗ। ତେବେ ସିକଲ୍‌ ସେଲ୍‌ ଆନିମିଆର କାରଣ କ’ଣ? ଏହାକୁ ରୋକି ହେବ କି? ଏନେଇ ବିଶିଷ୍ଟ ହେମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ନଳିନୀ ପତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।