ଫ୍ରୋଜନ୍ ସୋଲଡର କ’ଣ? । Dr Sarthak Mohanty on Frozen Shoulder in Odia | Causes & Symptoms
About this video
ଫ୍ରୋଜନ୍ ସୋଲଡର ବା କାନ୍ଧ ଯନ୍ତ୍ରଣା (କିମ୍ବା କାନ୍ଧ ଅଚଳ ହୋଇଯିବା) ହେଉଛି ଏପରି ଏକ ସମସ୍ୟା ଯାହାଦ୍ୱାରା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯିବା ସହ ଶକ୍ତ ହୋଇଯାଏ। ଯାହାଫଳରେ କି ସ୍ୱାଭାବିକ ଭାବେ କାର୍ଯ୍ୟ କରିହୁଏ ନାହିଁ ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ଏହା କାହିଁକି ହୁଏ? ଫ୍ରୋଜନ୍ ସୋଲଡରରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସାର୍ଥକ ମହାନ୍ତି କ’ଣ କହୁଛନ୍ତି, ଜାଣନ୍ତୁ।