ହଠାତ ବ୍ଲଡ୍ ସୁଗାର କମିଗଲେ କ'ଣ କରିବେ? | First Aid for Hypoglycaemia in Odia | Dr Madhusmita Sahu
About this video
ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ସାଧାରଣତଃ ଡାଏବେଟିସ୍ ରୋଗୀଙ୍କଠାରେ ଏହି ସମସ୍ୟା ହୋଇଥାଏ। ହଠାତ ବ୍ଲଡ୍ ସୁଗାର କମିଗଲେ କ'ଣ କରିବେ? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା। ହଠାତ ବ୍ଲଡ୍ ସୁଗାର କମିଗଲେ କ'ଣ କରିବେ? Hypoglycaemia is a condition in which your blood sugar (glucose) level is lower than normal. People with Hypoglycaemia are likely to experience sweating, shakiness, dizziness, increased heartbeat, or anxiety-like symptoms. Let's learn more from Dr Madhusmita Sahu, an Endocrinologist. First Aid for Hypoglycaemia, in Odia