କାନରେ ପାଣି ପଶିଗଲେ କ’ଣ କରିବେ? | How to Get Water out of Ears, in Odia | Dr Diptiman Baliarsingh

Dr Diptiman Baliarsingh27 June 20223:4511K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ସାଧାରଣତଃ ଗାଧୋଇବା ବେଳେ, ପହଁରିବା ବେଳେ କାନରେ ପାଣି ପଶିଯିବା ଏକ ସାଧାରଣ କଥା। ହେଲେ ସବୁବେଳେ କାନରେ ପାଣି ପଶିଲେ କାନ ପଚିବା, କାନରେ ଅନ୍ୟାନ୍ୟ ସମସ୍ୟା ହେବାର ସମ୍ଭାବନା ଥାଏ। ଛୋଟ ପିଲାଙ୍କ କ୍ଷେତ୍ରରେ କାନରେ ପାଣି ପଶିଗଲେ କାନରେ ବିଭିନ୍ନ ସମସ୍ୟା ହୋଇପାରେ। ତେବେ କାନରେ ପାଣି ପଶିଗଲେ କ’ଣ କରିବେ? କେମିତି କରିବେ ଚିକିତ୍ସା? ଏନେଇ ବିଶିଷ୍ଟ କର୍ଣ୍ଣ ନାଶା ତଥା ଗଳା ବିଭାଗର ଡାକ୍ତର ଦିପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Do your ears ever feel clogged? Often water gets into the ear while taking a bath. But sometimes it becomes very difficult to remove water from the ear, due to which there is also a fear of infections. Let's know more from Dr Diptiman Baliarsingh, ENT Specialist.