Skip to main content

ଛାତିରେ ଯନ୍ତ୍ରଣା (ଆଞ୍ଜାଇନା): ହୃଦରୋଗ ନୁହେଁ ତ! | Angina/ Ischemic Chest Pain in Odia | Dr Swetanka Das

Dr Swetanka Das19 December 20239:50300K views

About this video

ଆଞ୍ଜାଇନା ହେଉଛି ଏକ ପ୍ରକାର ହାର୍ଟ ସମସ୍ୟା। ଏଥିଯୋଗୁଁ ଛାତିରେ ଯନ୍ତ୍ରଣା ହୋଇଥାଏ ଏବଂ ଲୋକ ଏହାକୁ ଗ୍ୟାସ୍‌ ସମସ୍ୟା ଭାବି ଅବହେଳା କରିଦେଇଥାନ୍ତି। ତେଣୁ ଛାତିରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶରେ ସଠିକ ପରୀକ୍ଷା ଏବଂ ଚିକିତ୍ସା କରାଇବା ଜରୁରୀ। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସ୍ୱେତାଙ୍କ ଦାସଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।