କାହିଁକି ହୁଏ ଏଣ୍ଡୋମେଟ୍ରିଓସିସ୍ ସମସ୍ୟା? । Dr Jaya Prakash Pani on Endometriosis in Odia
About this video
ଏଣ୍ଡୋମେଟ୍ରିଓସିସ୍ କ’ଣ? ମହିଳାଙ୍କଠାରେ ଏହା ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।