ସବୁ ଅଣ୍ଟା ବ୍ୟଥାର ଚିକିତ୍ସା କ’ଣ ସର୍ଜରୀ? | Lower Back Pain: Causes & Treatment |Dr Simanchala Mahapatra
About this video
ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ ଅଣ୍ଟା ଯନ୍ତ୍ରଣାର ଏକମାତ୍ର ଚିକିତ୍ସା ହେଲା ସର୍ଜରି। ହେଲେ ସବୁ ଅଣ୍ଟା ବିନ୍ଧାର ଚିକିତ୍ସା ସର୍ଜରି ନୁହେଁ। ଅଣ୍ଟା ଯନ୍ତ୍ରଣା ହେବାର ବିଭିନ୍ନ କାରଣ ରହିଛି ଓ ଏହାର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ସିମାଞ୍ଚଳ ମହାପାତ୍ର ଏ ବିଷୟରେ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।