ମସଲ୍ସ କ୍ରାମ୍ପ୍‌: କେମିତି ଭଲ ହେବ? | Muscle Cramp: Symptoms & Treatment, Odia | Dr Sushant Kumar Khilar

Dr Sushant Kumar Khilar7 December 20237:3914K views

About this video

ମାଂସପେଶୀ ହଠାତ୍‌ ଟାଣି ହୋଇଯିବାକୁ ମସଲ୍ସ କ୍ରାମ୍ପ ବୋଲି କୁହାଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହା କାହିଁକି ହୁଏ? ଆସନ୍ତୁ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ଖିଲାର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।