ଆଇବିଡି: କାରଣ, ଲକ୍ଷଣ ଓ ଚିକିତ୍ସା | Inflammatory Bowel Disease in Odia | IBD | Dr Sambit Kumar Bhuyan
About this video
ଆଇବିଡି (ଇନ୍ଫ୍ଲାମେଟୋରି ବାୱେଲ ଡିଜିଜ୍) ହେଉଛି ଏକ ପ୍ରକାର କ୍ରୋନିକ୍ ରୋଗ। ଏହା ଯୋଗୁଁ ଝାଡ଼ାରେ ରକ୍ତ ପଡ଼ିବା, ପେଟ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ। ସାଧାରଣତଃ ଲୋକ ଏହି ସମସ୍ୟାକୁ ଅର୍ଶ, ମଳକଣ୍ଟକ ଭାବି ହେଳା କରିଦିଅନ୍ତି। ତେଣୁ, ଆଇବିଡି ବିଷୟରେ ଜାଣିବା ଦରକାର ଏବଂ ଏହାର ଚିକିତ୍ସା କରିବା ଆବଶ୍ୟକ। ଆସନ୍ତୁ, ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ କୁମାର ଭୂୟାଁଙ୍କଠାରୁ ଏନେଇ ଅଧିକ ଜାଣିବା।