Skip to main content

ରୁପି ସମସ୍ୟା – କାରଣ ଓ ଚିକିତ୍ସା | Dr Manas Ranjan Puhan on Dandruff Problems in Odia

Dr Manas Ranjan Puhan10 October 202011:43199K views

About this video

ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ରୁପି ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହାକୁ ନେଇ ଅନେକ ଚିନ୍ତିତ ମଧ୍ୟ। ତେବେ କାହିଁକି ରୁପି ସମସ୍ୟା ଦେଖାଦେଇଥାଏ? ଏହା ସାଧାରଣ ରୁପି ନା କୌଣସି ରୋଗ। ରୁପି ସମସ୍ୟାର ଚିକିତ୍ସା କିପରି ହୁଏ? ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଏବିଷୟରେ ଅଧିକ ଜାଣିବା।