ମୋଟାପଣ ଡାଏବେଟିସ୍‌ର କାରଣ | Why Does Obesity Cause Diabetes? in Odia | Dr Shiv Kumar Lath

Dr Shiv Kumar Lath16 April 20224:245.1K views

About this video

ବର୍ତ୍ତମାନ ଡାଏବେଟିସ୍‌ ହେବାର ମୂଳ କାରଣ ହେଉଛି ଲାଇଫ୍‌ଷ୍ଟାଇଲ। ଅଧିକାଂଶ ଲୋକଙ୍କର ଖାଦ୍ୟପେୟରେ ଅନିୟମିତତା, ପରିଶ୍ରମର ଅଭାବ ଏବଂ ମୋଟାପଣ ଯୋଗୁଁ ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା ଏପଟ ସେପଟ ହୋଇଥାଏ, ଫଳରେ ଡାଏବେଟିସ୍‌ ହୋଇଥାଏ। ତେଣୁ ମୋଟାପଣ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଶିବ କୁମାର ଲାଥଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। The main reason for diabetes is our lifestyle nowadays. Most people have high levels of insulin in their bodies due to the irregularities in their diet, sedentary lifestyle, and obesity, leading to diabetes. Therefore, it is important to lead a fit and healthy lifestyle. Why does obesity cause diabetes? Let's know more from Dr Shiv Kumar Lath, Medicine Specialist & Diabetologist.