ତଳିପାଦ ଦରଜ: କ’ଣ କରିବେ? | Plantar Fasciitis in Odia | Foot Pain | Prof Dr Jyoti Ranjan Parida
About this video
ସକାଳୁ ଉଠିଲେ ଅଧିକାଂଶ ଲୋକଙ୍କର ତଳିପାଦ ଦରଜ ହୋଇଥାଏ। ଅତ୍ୟଧିକ ଓଜନ ଥିବା ଲୋକଙ୍କଠାରେ, ଫ୍ଲାଟ୍ଫୁଟ୍ ଥିବା ଲୋକଙ୍କର, ଉଚ୍ଚା ହିଲ୍ ପିନ୍ଧୁଥିବା ଲୋକଙ୍କର ତଳିପାଦ ଦରଜ ହେବାର ସମ୍ଭାବନା ଅଧିକ ଥାଏ। ଏହି ସମସ୍ୟାରୁ କେମିତି ପାଇବେ ମୁକ୍ତି? ଆସନ୍ତୁ, ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଏନେଇ ଅଧିକ ଜାଣିବା।