ଋତୁସ୍ରାବ (ପିରିୟଡ୍‌ସ) ଅନିୟମିତତା କାହିଁକି ହୁଏ? | Dr Chinmayee Kar on Menstrual Cycle in Odia

Dr Chinmayee Kar16 December 202015:27196K views

About this video

ଯେତେବେଳେ ଛୋଟ ଝିଅଟିଏ କିଶୋର ଅବସ୍ଥାକୁ ପହଞ୍ଚେ ତାହାକୁ ପ୍ୟୁବର୍ଟି ବୋଲି କୁହାଯାଏ। କିଶୋର ଅବସ୍ଥାରେ ପହଞ୍ଚିଲେ ଝିଅଠାରେ ଋତୁସ୍ରାବ ବା ମାସିକ ଧର୍ମ ଆରମ୍ଭ ହୋଇଥାଏ। ଏହା ସହିତ ଝିଅଟିର ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ। ଏଥିରେ ଡରିବାର କୌଣସି କଥା ନାହିଁ, କାହିଁକି ନା ଏହା ପ୍ରତ୍ୟେକ ମହିଳାମାନଙ୍କ ଏକ ସାଧାରଣ ଜୀବନ ପର୍ଯ୍ୟାୟ। ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ? ଋତୁସ୍ରାବ ସମୟରେ ପେଟ ବ୍ୟଥା ହୁଏ କାହିଁକି? ଏନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ'ଣ କହୁଛନ୍ତି, ଆସନ୍ତୁ ଜାଣିବା