ନାକ ସର୍ଜରି କାହିଁକି ଦରକାର? | Dr Laxmi Kanta Mishra on Rhinoplasty in Odia | Nose Job
About this video
ଦୁର୍ଘଟଣା ଜନିତ ଆଘାତ ହେଉ ଅବା ଗ୍ରହଣ ଖଣ୍ଡିଆ, ନାକର ଆକାର ଯଦି କୌଣସି ସମସ୍ୟା ଥାଏ, ତେବେ ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଏହାକୁ ଠିକ କରିହେବ। ନାକର ଏହି ଆସ୍ତ୍ରୋପଚାରକୁ ରାଇନୋପ୍ଲାଷ୍ଟି ବୋଲି କୁହାଯାଏ। ଅନେକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାଇନୋପ୍ଲାଷ୍ଟି ସର୍ଜରୀ କରିଥା’ନ୍ତି। ତେବେ, କେମିତି ହୁଏ ନାକ ସର୍ଜରି(ରାଇନୋପ୍ଲାଷ୍ଟି)? ବିଶିଷ୍ଟ କସମେଟିକ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।