ହୋମ୍ ଆଇସୋଲେସନ ବେଳେ କେଉଁ ଔଷଧ ଖାଇବେ? | COVID Treatment during Home Isolation | Dr Jayanta Panda

Dr Jayanta Panda17 May 202111:42141K views

About this video

କୋଭିଡ୍ ରୋଗୀଙ୍କଠାରେ ଦେଖାଯାଉଥିବା ବିଭିନ୍ନ ଲକ୍ଷଣ। କେଉଁ ସମୟରେ ଜଣେ ବ୍ୟକ୍ତି ଡାକ୍ତରଖାନା ଯିବା ଆବଶ୍ୟକ? ହୋମ୍ ଆଇସୋଲେସନ୍‌ରେ କେଉଁ ଔଷଧ ଖାଇବା ଦରକାର? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡାଙ୍କଠାରୁ ଆସନ୍ତୁ ଜାଣିବା। Various symptoms are seen in COVID patients. When should a person go to the hospital? What medications should be taken at home during isolation? Let us find out from Dr Jayant Kumar Panda, a Medicine Specialist.