ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍: କେମିତି ପାଇବେ ମୁକ୍ତି? | Cervical Spondylitis in Odia | Dr Rajendra Sahoo
About this video
ସର୍ଭାଇକାଲ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାର ବେକ ବିନ୍ଧା। ସାଧାରଣତଃ ବୟସ ବଢ଼ିଲେ ଏହା ହୋଇଥାଏ। ଆସନ୍ତୁ ବିଶିଷ୍ଟ ପେନ୍ ଏବଂ ସ୍ପାଇନ୍ ସ୍ପେଶାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଅଧିକ ଜାଣିବା।